ରାଷ୍ଟ୍ରପତି ପ୍ରାର୍ଥିନୀ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ସହିତ ସୌଜନ୍ୟ ମୂଳକ ସାକ୍ଷାତ

ଭୁବନେଶ୍ୱର – ଭାରତୀୟ ଷ୍ଟେଟ ବ୍ଯାଙ୍କ ଭୁବନେଶ୍ବର ମଣ୍ଡଳ ର ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ଚନ୍ଦର ଶେଖର ଶର୍ମା ଭାରତ ର ରାଷ୍ଟ୍ରପତି ପଦ ପାଇଁ ନୋମିନେଟେଡ଼ ପ୍ରାର୍ଥିନୀ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଙ୍କ ସହିତ ଭୁବନେଶ୍ବର ସ୍ଥିତ ଏମସିଏଲ ଗେସ୍ଟ ହାଉସ ରେ ସୌଜନ୍ୟ ମୂଳକ ସାକ୍ଷାତ କରିଛନ୍ତି | ଭାରତୀୟ ଷ୍ଟେଟ ବ୍ଯାଙ୍କ ପରିବାର ତରଫରୁ ଶ୍ରୀ ଶର୍ମା ହାର୍ଦିକ ଅଭିନନ୍ଦନ ଓ ଶୁଭ କାମନା ଜଣାଇବା ସହିତ ଶ୍ରୀ ଜଗର୍ନାଥ ଙ୍କ କୃପା ଭିକ୍ଷା କରିଛନ୍ତି |

Comments are closed.