ସେଣ୍ଟ୍ରାଲ ଏକ୍ସାଇଜ ବରିଷ୍ଠ ଅଧିକାରୀଙ୍କ ଘରେ ସିବିଆଇ ଚଢାଉ

ରାଉରକେଲା : ସେଣ୍ଟ୍ରାଲ ଏକ୍ସାଇଜ ବରିଷ୍ଠ ଅଧିକାରୀ ଆଶିକ ଜମାଲଙ୍କ ଘରେ ଶନିବାର ସିବିଆଇ ଚଢାଉ କରିଥିବା ଜଣାପଡ଼ିଛି। ଆଶିକଙ୍କ ସେକ୍ଟର-୬ ସ୍ଥିତ କ୍ୱାଟର୍ସରେ ଝାଡ଼ଖଣ୍ଡ ଏବଂ ଓଡ଼ିଶା ଟିମ ମିଳିତ ଭାବେ ଚଢାଉ କରିଛି। ଚଢାଉ ଜାରି ରହିଥିବାରୁ ଅଧିକ ଖବର ହସ୍ତଗତ ହୋଇପାରି ନାହିଁ ।

Comments are closed.