Browsing Category

ଖୋର୍ଦ୍ଧା

ଅଭିଯୁକ୍ତ ମା’କୁ ଲାଞ୍ଚ ମାଗି ମହିଳା ଏସଆଇ ନିଲମ୍ବିତ

ଖୋର୍ଦ୍ଧା : ଅଭିଯୁକ୍ତ ମାଆକୁ ଲାଞ୍ଚ ମଗିବା ପୁଲିସକୁ ମହଙ୍ଗା ପଡ଼ିଛ। ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ଏସଆଇ ଜଣେ ଅଭିଯୁକ୍ତ ମାଆଙ୍କୁ ଲାଞ୍ଚ ମାଗିଥିଲେ। ଏହାର ଏକ ଅଡିଓ ଦୁଇ ଦିନ ତଳେ ଭାଇରାଲ ହୋଇଥିଲା। ଘଟଣାର…
Read More...

ସଚିବଙ୍କ ଜିଲା ଗସ୍ତ ରିପୋର୍ଟ : ସନ୍ତୋଷଜନକ ନୁହେଁ ଶିକ୍ଷା ଓ ସ୍ବାସ୍ଥ୍ୟସେବା

-ସ୍ବାସ୍ଥ୍ୟକେନ୍ଦ୍ରରେ ବିଶେ‌େ‌ଷଜ୍ଞଙ୍କ ଅଭାବ ରହିଛି,      -ବିଦ୍ୟାଳୟରେ ଟିଜିଟି ପଦ ଖାଲି -ଇଣ୍ଟରନେଟ ନଥିବାରୁ ସେବା ବାଧାପ୍ରାପ୍ତ,           -ଅଙ୍ଗନବାଡ଼ି କେନ୍ଦ୍ରରେ ଉପସ୍ଥାନ କମୁଛି ଭୁବନେଶ୍ବର :…
Read More...

ବାଣପୁର ଘଣ୍ଟଶିଳା ପାହାଡ : ପଥରରୁ ଶୁଭୁଛି ଘଣ୍ଟ ଶବ୍ଦ

ବାଣପୁର : ପଥରକୁ ପଥରରେ ପିଟିଲେ ଆସୁଛି ଘଣ୍ଟି ଶଦ୍ଧ। ଏପରି ଏକ ଘଟଣା ଦେଖିବାକୁ ମିଳିଛି ବାଣପୁରରେ ଥିବା ଘଣ୍ଟଶୀଳା ପାହାଡରେ। ତେବେ ପାହାଡର କେତେକ ପଥରରେ ଅନ୍ୟ ପଥର ସାହାଯ୍ୟରେ ଆଘାତ କରିଲେ ଏପରି ଶଦ୍ଧ ଆସୁଥିବା…
Read More...

ଚଳିତ ବର୍ଷ ଚିଲିକାରେ ପକ୍ଷୀ ସଂଖ୍ୟା ୫.୪୫ ପ୍ରତିଶତ ବୃଦ୍ଧି

ଖୋର୍ଦ୍ଧା : ଚଳିତ ବର୍ଷ ଚିଲିକାରେ ଗତବର୍ଷ ଅପେକ୍ଷା ପକ୍ଷୀ ସଂଖ୍ୟାରେ  ୫.୪୫ ପ୍ରତିଶତ ବୃଦ୍ଧି ପାଇଛି। ରବିବାର ପକ୍ଷୀ ଗଣନା ହେବା ପରେ ଗତବର୍ଷ ତୁଳନାରେ ଏ ବର୍ଷ ୫୭ ହଜାର ୭୨ଟି ପକ୍ଷୀ ଅଧିକ ଆସିଛନ୍ତି। ସମଗ୍ର…
Read More...

ବିଶ୍ୱନାହାକାଣୀ ଶିକ୍ଷାନୁଷ୍ଠାନରେ ପଶିଲେ ହାତୀପଲ

ଟାଙ୍ଗୀ : ଖୋର୍ଦ୍ଧା ଜିଲା ବିଶ୍ୱନାହାକାଣୀ ଜୁନିୟର କଲେଜରେ ଶନିବାର ହାତୀପଲ ପଶି କ୍ଷୟକ୍ଷତି ଘଟାଇଛନ୍ତି। ଆଜି ସନ୍ଧ୍ୟା ସମୟରେ ଏକ ହାତୀପଲ କଲେଜ ପରିସରରେ ପଶି ସେମାନେ ଖେଳପଡିଆରେ ରହିଥିବା ଆଲୁମିନିୟମରେ ନିର୍ମିତ…
Read More...

ଭୋଜି ବେଳେ ମଦ ପିଇ ୫ ଗୁରୁତର

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ଅନ୍ତର୍ଗତ ସୋରଣ ବରଡ଼ି ଗ୍ରାମରେ ମଙ୍ଗଳବାର ମଦ ପିଇ ୫ ଜଣ ବ୍ୟକ୍ତି ଗୁରୁତର ଅସୁସ୍ଥ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ୫ ଜଣ ବ୍ୟକ୍ତି ଭୋଜି ପରେ ମଦ୍ୟପାନ…
Read More...

୪ରୁ ଚିଲିକାରେ ପକ୍ଷୀ ଗଣନା

ଭୁବନେଶ୍ବର : ଚିଲିକା ହ୍ରଦ ଓ ଏହାର ଆଖପାଖ ଅଞ୍ଚଳରେ ୨୦୨୦ ଜାନୁଆରୀ ୪ରୁ ୬ ତାରିଖ ପର୍ଯ୍ୟନ୍ତ ତିନି ଦିନ ବ୍ୟାପୀ ପକ୍ଷୀସଂଖ୍ୟା ଗଣନା କରାଯିବ। ପକ୍ଷୀ ଗଣନା ପରେ ବଦଳିବ ପକ୍ଷୀ ଆଟଲାସର କାୟାକଳ୍ପ। ପୂର୍ବରୁ ରହିଥିବା…
Read More...

ଗଛରେ ବାନ୍ଧି ନିର୍ଧୂମ ପିଟିଲେ, ପାଣି ମାଗିବାରୁ…….

ଭୁବନେଶ୍ୱର: ଖୋର୍ଦ୍ଧା ଜିଲା ସଦର ଥାନା ଅନ୍ତର୍ଗତ କାଇପଦରରେ ଏକ ଅମାନୁଷିକ କାଣ୍ଡ ଘଟିଯାଇଛି। ଜଣେ ଯୁବକଙ୍କୁ ଗଛରେ ବାନ୍ଧି ଅନ୍ୟ ଦୁଇ ଜଣ ଯୁବକ ତାଙ୍କୁ ନିର୍ଧୂମ ପିଟିଛନ୍ତି। ଏହି ଘଟଣାଟି ଚଳିତ ମାସ ୧୮ ତାରିଖରେ…
Read More...

ଜିଲା ମୁଖ୍ୟ ଚିକିତ୍ସାଳୟରେ ଅସ୍ବାସ୍ଥ୍ୟକର ପରିବେଶ : ଜମା ହୋଇ ରହିଛି ବର୍ଜ୍ୟବସ୍ତୁ

ଖୋର୍ଦ୍ଧା : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବର୍ଜ୍ୟବସ୍ତୁ ପରିଚାଳନା ବାଟବଣା ହୋଇପଡିଛି। ଚିକିତ୍ସାଳୟର ବିଭିନ୍ନ ସ୍ଥାନରେ କୁଢ଼ କୁଢ଼ ଅଳିଆ ଜମା ହୋଇ ରହିଛି। ଫଳରେ ଚିକିତ୍ସାଳୟ ପରିସରରେ ଏକପ୍ରକାର ଅସ୍ବାସ୍ଥ୍ୟକର…
Read More...

ଅତିଥି ପକ୍ଷୀଙ୍କୁ ଚିଲିକା କାଳ – ମାସକରେ ମାରିଦେଲେ ୮୦

ଖୋର୍ଦ୍ଧା: ନିଜର ପରିବାର ସଂଖ୍ୟା ବଢ଼ାଇବା ପାଇଁ ସୁଦୂର ସାଇବେରୀଆ ଓ ଅନ୍ୟାନ୍ୟ ଅଂଚଳରୁ ହଜାର ହଜାର ମାଇଲ ଆକାଶପଥ ଅତିକ୍ରମ କରି ଚିଲିକାକୁ ଉଡି ଆସୁଥିବା ବିଦେଶୀ ପକ୍ଷୀଙ୍କୁ ଚିଲିକା ଏବେ କାଳ ପାଲଟିଛି। ଗତ ୧ ମାସ…
Read More...