Browsing Category

ଜଗତସିଂପୁର

୨ ଅପରାଧୀ ଗୋଷ୍ଠୀ ମଧ୍ୟରେ ଗୁଳିବିନିମୟ, ଜଣେ ଗୁରୁତର

ଜଗତସିଂହପୁର: ଜଗତସିଂହପୁର ଜିଲା ବାଲିକୁଦାର ଅଲାଭର ଗାଁରେ ଦୁଇ ଅପରାଧୀ ଗୋଷ୍ଠୀ ମଧ୍ୟରେ ଶୁକ୍ରବାର ରାତିରେ ଗୁଳିବିନିମୟ ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଗୁଳିକାଣ୍ଡ ଘଟିଥିବା ବେଳେ ଗୁଳିମାଡ଼ରେ ଜଣେ…
Read More...

ପାରାଦୀପରେ କାଉ ମଡ଼କ : ନମୁନା ସଂଗ୍ରହକଲେ ପ୍ରାଣୀ ଚିକିତ୍ସକ

ପାରାଦୀପ : ଜଗତସିଂହପୁର ଜିଲା ପାରାଦୀପର ବିଭିନ୍ନ ଅଞ୍ଚଲରେ ବହୁ ସଂଖ୍ୟକ କାଉ ମରି ପଡ଼ିଥିବା ଦେଖିବାକୁ ମିଳିଛି। ବଡ଼ପଡ଼ିଆ, ନୂଆବଜର ଓ ମଧୁବନ ସମେତ ବହୁ ସ୍ଥାନରେ କାଉ ମରିପଡ଼ିଛନ୍ତି। କାଉ ମଡ଼କ ପଡ଼ିଥିବା ଖବର…
Read More...

ପାରାଦୀପ ବନ୍ଦର ଗଣଦୌଡ଼ ୨୦୨୦: ପୁରୁଷରେ ସୁଧାନୁ ଓ ମହିଳା ବର୍ଗରେ ଈତିଶ୍ରୀ ପ୍ରଥମ

ଜଗତସିଂହପୁର: ସପ୍ତଦଶ ପାରାଦୀପ ବନ୍ଦର ଗଣଦୌଡ଼ ୨୦୨୦ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ପାରାଦୀପ ବନ୍ଦରର ପ୍ରତିଷ୍ଠା ଦିବସ ଅବସରରେ ପାରାଦୀପ ପୋର୍ଟ ଟ୍ରଷ୍ଟ(ପିପିଟି)ର ଗୋପବନ୍ଧୁ କ୍ରୀଡ଼ା ସଂସଦ ପକ୍ଷରୁ ଆୟୋଜିତ ଏହି…
Read More...

ନିଶା ଓ ହିଂସାରୁ ମୁକ୍ତ ରୁହନ୍ତୁ ଯୁବ ସମାଜ – ସମାଜସେବୀ ଋତୁପର୍ଣ୍ଣା

ଜଗତସିଂହପୁର: ଗୋଟିଏ ଦେଶର ଯୁବ ପିଢ଼ି ସେହି ଦେଶର ଅମୁଲ୍ୟ ସମ୍ପଦ। ଯୁବ ପିଢ଼ି ନିଶା ଏବଂ ହିଂସାରୁ ମୁକ୍ତ ହୋଇ ପାରିଲେ, ଏକ ସୁ-ସମାଜ ଗଠନ ଦିଗରେ ସେମାନେ ବ୍ରତୀ ହୋଇ ପାରିବେ ବୋଲି ସମାଜସେବୀ ତଥା ଆଇନଜିବୀ…
Read More...

ଜେଏସଡବ୍ଲୁ କାର୍ଯ୍ୟାଳୟରେ ନିଯୁକ୍ତି ଆଶାୟୀଙ୍କ ଭଙ୍ଗାରୁଜା, ଘଟଣାସ୍ଥଳରେ ଲାଠି ଚାର୍ଜ

ଭୁବନେଶ୍ୱର: ପାରାଦୀପ ଜେଏସଡବ୍ଲୁ କାର୍ଯ୍ୟାଳୟରେ ନିଯୁକ୍ତି ଆଶାୟୀମାନେ ଭଙ୍ଗାରୁଜା କରିଛନ୍ତି। ପୁଲିସ ସେମାନଙ୍କୁ ଗୋଡାଇ ଗୋଡାଇ ପିଟିବା ସହ ୧୫ରୁ ଉର୍ଦ୍ଧ୍ବ ମୋଟର ସାଇକେଲ ଜବତ କରିଛି। ସେବୁ ସଙ୍ଗଠନର ଯୁବକ ମାନେ…
Read More...

ଆମ୍ବୁଲାନ୍ସ ଧକ୍କାରେ ସ୍କୁଲ ଛାତ୍ରଙ୍କ ସମେତ ୪ ଗୁରୁତର : ଟାୟାର ଜାଳି ରାସ୍ତା ଅବରୋଧ କଲେ ଉତ୍ତ୍ୟକ୍ତ ଲୋକ

ଜଗତସିଂହପୁର : ଜଗତସିଂହପୁର ଥାନା ଅନ୍ତର୍ଗତ ଗାଲୁପଡା ଠାରେ ଶୁକ୍ରବାର ଆମ୍ବୁଲାନ୍ସ ଧକ୍କାରେ ସ୍କୁଲ ଛାତ୍ରଙ୍କ ସମେତ ୪ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ସୂଚନା ମୁତାବକ, ଇଫକୋର ଆମ୍ବୁଲାନ୍ସ ଚାଳକ ମଦ ପିଇ ଗାଡ଼ି…
Read More...

ମଧୁବନ ସ୍ଥିତ ହାଉସିଙ୍ଗ ବୋର୍ଡ କଲୋନୀରେ ଅଗ୍ନିକାଣ୍ଡ

ପାରାଦୀପ: ପାରାଦୀପ ମଧୁବନ ସ୍ଥିତ ହାଉସିଙ୍ଗ ବୋର୍ଡ କଲୋନୀରେ ଅଗ୍ନିକାଣ୍ଡ ହୋଇଛି। ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି ହୋଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ସକାଳେ ହାଉସିଙ୍ଗ ବୋର୍ଡ…
Read More...

ଗୁରୁ ମାର୍ଗଦର୍ଶକ, ଛାତ୍ରଛାତ୍ରୀ ପ୍ରିୟ ଶିଷ୍ୟ

ମାର୍ଶାଘାଇ: ଗୁରୁ ସବୁଦିନ ପାଇଁ ଛାତ୍ରଛାତ୍ରୀଙ୍କ ପାଇଁ ମାର୍ଗଦର୍ଶକ ହୋଇ ରହିଥାନ୍ତି ଓ ଛାତ୍ରଛାତ୍ରୀମାନେ ସବୁବେଳେ ଗୁରୁଙ୍କ ପାଇଁ ପ୍ରିୟ ଶିଷ୍ୟ ହୋଇ ରହନ୍ତି। ସେଥିରେ ବୟସ କି ଧନରତ୍ନ କେବେ ବାଧକ ହୋଇ…
Read More...

ନୌସେନା ସପ୍ତାହ , ପାରାଦୀପ ବନ୍ଦରରେ ଲାଗିଲା ନୌସେନାର ଯୁଦ୍ଧ ଜାହାଜ

ପାରାଦୀପ : ପାରାଦୀପ ବନ୍ଦରରେ ନୌସେନାର ଯୁଦ୍ଧ ଜାହାଜ ଆଇଏନଏସ ଘରିଆଲ ଲାଗିଛି। ନୌସେନା ସପ୍ତାହ ଅବସରରେ ୨ଟି ଯୁଦ୍ଧ ଜାହାଜ ବର୍ଥରେ ରହିବ। ରବିବାର ଓ ଆସନ୍ତା କାଲି ଅର୍ଥାତ ସୋମବାର ସାଧାରଣ ଲୋକେ ବୁଲି ଉକ୍ତ ଯୁଦ୍ଧ…
Read More...

ପୃଥକ ପୃଥକ ସଡ଼କ ଦୁର୍ଘଟଣାରେ ୨ ମୃତ

ପାରାଦୀପ : ପାରାଦୀପରେ ଗୁରୁବାର ସକାଳେ ଦୁଇଟି ପୃଥକ ପୃଥକ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ପାରାଦୀପ ମୁଖ୍ୟ ରାସ୍ତା ଟର୍ମିନାଲ ଛକରେ ଜଣେ ବାଇକ ଆରୋହୀଙ୍କ ଉପରେ ଟ୍ରକ ମାଡ଼ିଯିବାରୁ ଘଟଣାସ୍ଥଳରେ…
Read More...