Browsing Category

ବୌଦ

ଆଡେଣିଗଡ ଛାତ୍ରୀନିବାସରୁ ଜଣେ ଛାତ୍ରୀ ନିଖୋଜ; ଥାନାରେ ଏତଲା

ହରଭଙ୍ଗା: ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅର୍ନ୍ତଗତ ଆଡେଣିଗଡ ଛାତ୍ରୀନିବାସରୁ ଜଣେ ନବମ ଶ୍ରେଣୀ ଛାତ୍ରୀ ଶୁକ୍ରବାର ରାତିରୁ ନିଖୋଜ ଥିବା ଜଣାପଡିଛି। ନିଖୋଜ ଥିବା ଛାତ୍ରୀଙ୍କୁ ରାତିସାରା ବହୁ ଖୋଜାଖୋଜି କରିବା ପରେ…
Read More...

ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ; ୨ ଅଟକ

ହରଭଙ୍ଗା: ବୌଦ୍ଧ ଜିଲା ହରଭଙ୍ଗା ଥାନା ଅନ୍ତର୍ଗତ ମହାଲ୍ଲିକପଡ଼ା ପଞ୍ଚାୟତର ଭାବପୁର ଗ୍ରାମରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ବୁଧୁବାର ରାତିରେ ପୀଡ଼ିତା ନିଜେ ହରଭଙ୍ଗା ଥାନାରେ ଅଭିଯୋଗ…
Read More...

ଘରୋଇ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ହତ୍ୟା ଅଭିଯୋଗ ,୩ ଅଟକ

ହରଭଙ୍ଗା : ବୌଦ୍ଧଜିଲ୍ଲା ହରଭଙ୍ଗା ଥାନା ଅର୍ନ୍ତଗତ ଶଙ୍କୁଲେଇ ପଞ୍ଚାୟତର ହରିହରପୁର କୋହ୍ଲସାହିରେ ନୂଆବର୍ଷ ଦିନ ଏକ ହତ୍ୟାକାଣ୍ଡ ଘଟିଛି। ଘରୋଇ ଶତ୍ରୁତାକୁ କେନ୍ଦ୍ରକରି ଜଣେ ଯୁବକକୁ ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇ…
Read More...

ସଡ଼କ ଦୁର୍ଘଟଣାରେ ଜଣେ ମୃତ, ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ

ବୌଦ୍ଧ : ବୌଦ୍ଧ ମହାନଦୀ ବ୍ରିଜ ଛକରେ ଶନିବାର ସକାଳେ ଏକ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ସ୍ଥାନୀୟ ଟୁଟୁସିଙ୍ଗା ଗ୍ରାମର ମହେଶ ପ୍ରଧାନ (୧୮)। ଗୁରୁତର ଆହତ ଜଣଙ୍କ…
Read More...

ସଡ଼କ ଦୁର୍ଘଟଣା; ଜଣେ ମୃତ ଜଣେ ଗୁରୁତର

ବୌଦ୍ଧ : ବୌଦ୍ଧ ଜିଲା ୫୭ ନମ୍ବର ଜାତୀୟ ରାଜପଥର ମଶୀନପଡ଼ା ଛକ ନିକଟରେ ଏକ ବାଇକକୁ ପିକଅପ ଭ୍ୟାନ ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ମୃତକଙ୍କ ଘର ବୌଦ୍ଧ ସହରରେ ବୋଲି…
Read More...

ଅଟୋ ଦୁର୍ଘଟଣାରେ ୬ ଗୁରୁତର

ହରଭଙ୍ଗା: ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅର୍ନ୍ତଗତ ଖୋର୍ଦ୍ଦା-ବଲାଙ୍ଗୀର ୫୭ନମ୍ବର ଜାତୀୟ ରାଜପଥର ମାର୍ଦ୍ଦୀଙ୍ଗ ନିକଟରେ ବୁଧବାର ସକାଳେ ଭାରସାମ୍ୟ ହରାଇ ଏକ ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗାଡ଼ିରେ…
Read More...

ଖଳାରେ ନିଆଁ ଲଗାଇ ବିପୁଳ ପରିମାଣରେ ଧାନ ଜାଳିଦେଲେ ଦୁର୍ବୃତ୍ତ

ବୌଦ୍ଧ : ବୌଦ୍ଧ ଜିଲା କଣ୍ଟାମାଳ ଥାନା ସିନ୍ଦୂରପୁର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଧାନ ଖଳାରେ ଥିବା ବିପୁଳ ପରିମାଣରେ ଧାନକୁ ଦୁର୍ବୃତ୍ତମାନେ ଜାଳି ଦେଇଥିବା ବୁଧବାର ଜଣାପଡ଼ିଛି। ଏହି ଅଗ୍ନିକାଣ୍ଡରେ ପ୍ରାୟ ୭…
Read More...

ଯୁବକ ନିଖୋଜ, ଥାନାରେ ଏତଲା ଦେଲେ ପରିବାର ଲୋକ

ହରଭଙ୍ଗା: ବୌଦ୍ଧ ଜିଲା ହରଭଙ୍ଗା ଥାନା ଅର୍ନ୍ତଗତ ଶଙ୍କୁଲେଇ ପଞ୍ଚାୟତ ପଦାମାଳ ଗ୍ରାମର ଚନ୍ଦ୍ରମଣି ଭୋକ୍ତାଙ୍କ ସାନପୁଅ ହେମନ୍ତ ଭୋକ୍ତା ଦୀର୍ଘ ୫ ଦିନ ହେଲା ନିଖୋଜ ଥିବା ନେଇ ବଡଭାଇ ଶୁଶାନ୍ତ ହରଭଙ୍ଗା ଥାନାରେ ଲିଖିତ…
Read More...

ଗଛକୁ ଧକ୍କା ଦେଇ ଓଲଟିଲା ବସ : ୧୧ ଆହତ

ବୌଦ୍ଧ: ବୌଦ୍ଧ ଜିଲା ୫୭ ନମ୍ବର ଜାତୀୟ ରାଜପଥର ଜହ୍ନପଙ୍ଗ ଛକ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ବସ ଗଛକୁ ଧକ୍କାଦେଇ ଓଲଟି ପଡ଼ିଛି। ସୂଚନା ଅନୁଯାୟୀ, ଚକାଡୋଳା ନାମକ ଏକ ଘରୋଇ ବସ ଜୟପୁରରୁ ଭୁବନେଶ୍ବରକୁ…
Read More...

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବରିଷ୍ଠ କିରାଣୀ

ହରଭଙ୍ଗା : ବୌଦ୍ଧ ଜିଲାରେ ହରଭଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ବିଭାଗର ବରିଷ୍ଠ କିରାଣୀ ଚର୍ତୁଭୁଜ ଖମାରୀ ଲାଞ୍ଚ ନେବା ସମୟରେ ବୁଧବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସେ ୫ ହଜାର ଟଙ୍କା ଲାଞ୍ଚ ନେବା ସମୟରେ…
Read More...