Browsing Category

ଅନୁଗୁଳ

ବସ ଧକ୍କାରେ ୨ ସ୍କୁଟି ଆରୋହୀ ମୃତ

ଅନୁଗୁଳ : ଅନୁଗୁଳ ଜିଲା ୧୪୯ ଜାତୀୟ ରାଜପଥ ଭୀମକାଣ୍ଡ ଛକରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବସ ଓ ସ୍କୁଟି ମୁହାଁମୁହିଁ ଧକ୍କା ହୋଇ ୨ ଜଣଙ୍କର ମୃତ୍ୟୁ ହୋଇଛି। ଭୀମକାଣ୍ଡ ଛକରେ ବସ ଓ ସ୍କୁଟି…
Read More...

ହାତୀ ଆକ୍ରମଣରେ ଜଣେ ମୃତ

ଅନୁଗୁଳ : ଅନୁଗୁଳ ଜିଲା କଣିହାଁ ବନାଞ୍ଚଳରେ ରବିବାର ସକାଳେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ନୟନି ସାହୁ ( ୪୫)। ତାଙ୍କ ଘର ହାତୀ ବଜ୍ରକୋଟ ଯମଜୋଡ଼ୀ ସାହିର ବୋଲି ଜଣାପଡ଼ିଛି। ସୂଚନା ଯୋଗ୍ୟ, ନୟନି…
Read More...

ଉଚ୍ଛେଦ ବେଳେ ଜେସିବିରେ ଚାପି ହୋଇ ଜଣେ ଶ୍ରମିକ ମୃତ, ୩ ଗୁରୁତର

ଅନୁଗୁଳ: ରାସ୍ତା ପ୍ରଶସ୍ତୀକରଣ ବେଳେ ଅଘଟଣ ଘଟି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ୫୫ ନମ୍ବର ଜାତୀୟ ରାଜପଥ ପ୍ରଶସ୍ତୀକରଣ ପାଇଁ ଜବରଦଖଲ ଉଚ୍ଛେଦ ଚାଲିଥିବା ବେଳେ ବଅଁରପାଳ ଥାନା ବୁଢାପଙ୍କ ଗାଁ ଛକ ନକଟରେ ଅଘଟଣ…
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୪ ମୃତ, ୫ଗୁରୁତର

ଅନୁଗୋଳ : ଜାତୀୟ ରାଜପଥ ୫୫ ର ଅନୁଗୋଳ ଜିଲ୍ଲାର ଗୁରୁଣ୍ଡୁ ଠାରେ ଗତ ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ ବୋଲେରୋକୁ ନାଇଟକୋଚ୍ ବସ ଧକ୍କା ଦେଇଛି । ଯେଉଁଥିରେ ୪ ଜଣ ତୀର୍ଥଯାତ୍ରୀଙ୍କର…
Read More...

ଜନ୍ତୁ ଶିକାର କରିବା ବେଳେ ଶିକାରୀ ଗିରଫ

ବନ୍ତଳା : ଅନୁଗୁଳ ଜିଲା ବନ୍ତଳା ବନାଞ୍ଚଳ ଅନ୍ତର୍ଗତ ମହିଧରପୁର ପଞ୍ଚାୟତ ସେରେଣାବେଡ଼ା ଜଙ୍ଗଲ ନିକଟରେ ବନ ବିଭାଗ ଚଢାଉ କରି ଦୁଇ ଜଣ ଶିକାରୀଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ବିଦ୍ୟୁତ ତାର ଓ ଫାସ ଜବତ ହୋଇଛି।…
Read More...

ସ୍କୁଟି ଉପରେ ଚଢିଗଲା ଟ୍ରକ୍: ମାଆ-ପୁଅ ମୃତ, ଜଣେ ଆହତ

ଅନୁଗୁଳ: ଅନୁଗୁଳ ଦଶରା ପଡ଼ିଆ ସମ୍ମୁଖରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ସ୍କୁଟି ଉପରେ ଟ୍ରକ୍ ଚଢ଼ିଯିବା ଫଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏହା ସହିତ ଜଣେ ଆହତ ମଧ୍ୟ ହୋଇଛନ୍ତି।…
Read More...

ଶତାୟୁ ‘ସମାଜ’ ଲୋକଙ୍କ ଖବରକାଗଜ

ମହୀଧରପୁର : ଶତାୟୁ ‘ସମାଜ’ କୌଣସି ବ୍ୟକ୍ତିଗତ ମାଲିକାନାରେ ନାହିଁ। ଏହା ହେଉଛି ଲୋକମାନଙ୍କ ଖବରକାଗଜ। ଜନସାଧାରଣ ହେଉଛନ୍ତି ଏହାର ମାଲିକ। ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟରେ ରବିବାର ଅନୁଷ୍ଠିତ ‘ସମାଜ’ର…
Read More...

ଟ୍ରକ ଧକ୍କାରେ ସାଇକେଲ ଚାଳକଙ୍କ ମୃତ୍ୟୁ, ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ

ଅନୁଗୁଳ : ଅନୁଗୁଳ ୫୫ ନମ୍ବର ଜାତୀୟ ରାଜପଥର ପିଟିସି ଛକରେ ରବିବାର ଟ୍ରକ ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହେବା ସହ ଉତ୍ତ୍ୟକ୍ତ ଲୋକେ ପିଟିସି ଛକରେ…
Read More...

ମୋ ସରକାର କାର୍ଯ୍ୟକ୍ରମରେ ୬ ଜିଲାର ସ୍ବାସ୍ଥ୍ୟ କ୍ଷେତ୍ରକୁ ସ୍ବତନ୍ତ୍ର ସହାୟତା

ଭୁବନେଶ୍ଵର: ମୋ ସରକାର କାର୍ଯ୍ୟକ୍ରମରେ ରାଜ୍ୟ ସରକାର ସମ୍ବଲପୁର, ଦେବଗଡ଼, ଅନୁଗୋଳ, କେନ୍ଦ୍ରାପଡ଼ା, ବଲାଙ୍ଗୀର ଏବଂ ସୋନପୁର ଆଦି ୬ଟି ଜିଲାର ସ୍ବାସ୍ଥ୍ୟ କ୍ଷେତ୍ରକୁ ସ୍ବତନ୍ତ୍ର ସହାୟତା ପ୍ରଦାନ କରିବାକୁ ଘୋଷଣା…
Read More...

ଆନ୍ତର୍ଜାତିକ ଗ୍ଲୋବାଲ ଆଇଟି ଚ୍ୟାଲେଞ୍ଜରେ ଭିନ୍ନକ୍ଷମ ଛାତ୍ର ଅମରେଶଙ୍କୁ ସ୍ୱର୍ଣ୍ଣପଦକ

ତାଳଚେର : ଆନ୍ତର୍ଜାତିକ ଗ୍ଲୋବାଲ ଆଇଟି ଚ୍ୟାଲେଞ୍ଜ ପ୍ରତିଯୋଗିତାରେ ତାଳଚେରର ଭିନ୍ନକ୍ଷମ ଛାତ୍ର ଅମରେଶ ପ୍ରସାଦ ଗୌଡ଼ ସ୍ୱର୍ଣ୍ଣ ପଦକ ହାସଲ କରିିଥିବା ଜଣାପଡ଼ିଛି। ସାଉଥକୋରିଆର ଭୁଷାଣଠାରେ ଅନୁଷ୍ଠିତ ଏହି…
Read More...