ପଶ୍ଚିମବଙ୍ଗ, ଆସାମ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ଶେଷ : ଶନିବାର ମତଦାନ

ନୂଆଦିଲ୍ଲୀ : ପଶ୍ଚିମବଙ୍ଗ ଓ ଆସାମ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ଗୁରୁବାର ନିର୍ବାଚନ ପ୍ରଚାର ଶେଷ ହୋଇଛି। ମାର୍ଚ୍ଚ ୨୭ରେ ପଶ୍ଚିମବଙ୍ଗର ୩୦ଟି ଓ ଆସାମର ୪୭ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହେବ। ପଶ୍ଚିମବଙ୍ଗର ପୁରୁଲିଆ, ଝାରଗ୍ରାମ ଜିଲାର ସମସ୍ତ ନିର୍ବାଚନମଣ୍ଡଳୀ ସହିତ ବାଙ୍କୁରା, ପୂର୍ବ ମେଦିନୀପୁର ଓ ପଶ୍ଚିମ ମେଦିନପୁର ଜିଲାର କିଛି ନିର୍ବାଚନମଣ୍ଡଳୀ ରହିଛି।

Comments are closed.