କ୍ୟାମେରା ଲେନ୍ସରେ ଅଦିନିଆ ବର୍ଷାର ଚିତ୍ର……………………

ଭୁବନେଶ୍ବର : ରାଜ୍ୟର ପାଣିପାଗରେ ଅସ୍ବାଭାବିକ ପରିବର୍ତ୍ତନ ଦେଖାଦେଇଛି। ଶୁକ୍ରବାର ସକାଳୁ କଟକ – ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଅଦିନିଆ ବର୍ଷା ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। ଏହି ଅଦିନିଆ ବର୍ଷା ଓ କୋହଲା ପବନ ଶୀତର ପ୍ରକୋପ ବୃଦ୍ଧି କରିଛି। ବିଲରୁ ଅମଳ ଉପଯୋଗୀ ଫସଲକୁ ଖଳାକୁ ଆଣିବାକୁ ଚାଷୀ ବ୍ୟସ୍ତ ହୋଇପଡ଼ିଛି । ଅନ୍ୟପକ୍ଷରେ ବିନା ପ୍ରସ୍ତୁତିରେ କାର୍ଯ୍ୟାଳୟକୁ ଯାଇଥିବା କର୍ମଚାରୀ ଛତା ଖଣ୍ଡେ ଯୋଗାଡ଼ କରି ଘରକୁ ଫେରିଛନ୍ତି। କ୍ୟାମେରା ଲେନ୍ସରେ ଅଦିନିଆ ବର୍ଷାର ଚିତ୍ର………

ବିଲରୁ ଧାନ ଅମଳ କରି ଘରକୁ ବୋହି ଆଣିବା ପାଇଁ ବ୍ୟସ୍ତ ଚଷା

Comments are closed.