MEllora 950×100

ଏଟିଏମରେ ଟଙ୍କା ଭର୍ତ୍ତି ପାଇଁ ଆସିଥିବା ଗାଡ଼ି ନେଇ ଡ୍ରାଇଭର ଚମ୍ପଟ

ବ୍ରହ୍ମପୁର: ବ୍ରହ୍ମପୁର ବଡ଼ବଜାର ଅଂଚଳରେ ଏକ ଏଟିଏମରେ ଟଙ୍କା ଭର୍ତି କରା ଯାଉଥିବା ବେଳେ ଟଙ୍କା ନେଇ ଆସିଥିବା ଗାଡ଼ିକୁ ସେହି ଗାଡିର ଡ୍ରାଇଭର ଧରି ଚମ୍ପଟ ମାରିଥିବା ସୂଚନା ମିଳିଛି। ଖବରପାଇ ବଡବଜାର ଥାନା ପୁଲିସ ସେହି ଗାଡି ସହ ସମ୍ପୃକ୍ତ ଡ଼୍ରାଇଭରଙ୍କୁ ଗିରିଶୋଲା ନିକଟରେ କାବୁ କରିଛି। ହେଲେ ଡ଼୍ରାଇଭର ଜଣଙ୍କ ଅଚେତ ଅବସ୍ଥାରେ ରହିଥିବା ଜଣାପଡିଛି। ଏ ନେଇ ଅଧିକ ତଦନ୍ତ ଜାରି ରହିଛି।

Comments are closed.