ଦିନ ୨ଟା ମୁଖ୍ୟ ଖବର

-ବାହାନଗା ରେଳ ଦୁର୍ଘଟଣା : ବାହାନଗା ଉଚ୍ଚବିଦ୍ୟାଳୟର ହେବ ପୁନଃନିର୍ମାଣ; ଆଦର୍ଶ ବିଦ୍ୟାଳୟ ଭାବେ ଗଢ଼ିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ…

-ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି; ଆସନ୍ତା ୨୪ ଘଣ୍ଟାରେ ସୁଦୃଶ୍ୟ ଲଘୁଚାପରେ ପରିଣତ ସମ୍ଭାବନା….

– ଶବ ନୁହେଁ, ଗନ୍ଧାଉଥିଲା ଅଣ୍ଡା : ପାର୍ସଲ ଭ୍ୟାନରେ ୩ ଟନ୍‌ ଅଣ୍ଡା ଥିଲା। ପଚା ଅଣ୍ଡା ବାହାର କରାଯାଇଛି, ଆଉ ଗନ୍ଧ ହେବ ନାହିଁ ବୋଲି ଦକ୍ଷିଣ-ପୂର୍ବ ମୁଖ୍ୟ ରେଳବାଇ ଲୋକ ସମ୍ପର୍କ ଅଧିକାରୀଙ୍କ ସୂଚନା….

Comments are closed.