ତପସ୍ୱିନୀ ଓ ତାଙ୍କ ବାପାଙ୍କୁ ହାଇକୋର୍ଟଙ୍କ ନୋଟିସ୍‍

ବ୍ରହ୍ମପୁର: ବହୁ ଚର୍ଚ୍ଚିତ ଡାକ୍ତର ସୁମିତ-ତପସ୍ୱିନୀ ପାରିବାରିକ କହଳ ମାମଲା । ହାଇକୋର୍ଟରେ ପହଞ୍ଚିଛି ପାରିବାରିକ ବିବାଦ । ସୁମିତଙ୍କ ଘରକୁ କିଛି ଘରକୁ ମହିଳା ଧଶେଇ ପଶିବା ଘଟଣାରେ ପୋଲିସର ନିଷ୍କ୍ରିୟତା ନେଇ ଶୁଣାଣି ହୋଇଛି । ପିଟିସନରେ ତପସ୍ୱିନୀ ଓ ତାଙ୍କ ବାପା ପକ୍ଷଭୁକ୍ତ ହୋଇଥିବା ଦର୍ଶାଇଲେ କୋର୍ଟ । ଉଭୟ ତପସ୍ୱିନୀ ଓ ତାଙ୍କ ବାପାଙ୍କୁ ପକ୍ଷଭୁକ୍ତ କରି ହାଇକୋର୍ଟ ନୋଟିସ୍‍ କରିଛନ୍ତି । ଏବଂ ଅଗାମୀ ଶୁଣାଣି ଫେବ୍ରୁଆରୀ ୮ରେ ହେବ ବୋଲି କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି ।

Comments are closed.