ବ୍ରଜରାଜନଗରରେ ବିଜେଡିର ବିପୁଳ ବିଜୟ

ବ୍ରଜରାଜନଗର : ବ୍ରଜରାଜନଗର ଉପନିର୍ବାଚନରେ ବାଜି ଜିତିଲା ବିଜେଡି। ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ମୋଟ ୯୩ ହଜାର ୭୯୦ ଭୋଟରେ ଜିତିଛନ୍ତି। ପ୍ରାୟ ୬୫ ହଜାରରୁ ଅଧିକ ଭୋଟ୍‍ ରେ ସେ ଜିତିଛନ୍ତି। କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କୁ ହରାଇଲେ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି। କଂଗ୍ରେସ ପ୍ରାର୍ଥୀ ୨୭ ହଜାର ୫୬୫ ଭୋଟ ପାଇଛନ୍ତି। ସେହିପରି ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ତୃତୀୟ ସ୍ଥାନକୁ ଖସି ୨୨ ହଜାର ୩୧୬ ଭୋଟ ପାଇଛନ୍ତି।

Comments are closed.