୨୨ରୁ ବିପିୟୁଟିର ଅଫଲାଇନ୍ ପରୀକ୍ଷା ଆମ ଓଡ଼ିଶାନିଉଜ ଆଲର୍ଟବଡ଼ ଖବର By ସମାଜ ପୋର୍ଟାଲ ଡେସ୍କ Last updated Mar 28, 2021 Share ଭୁବନେଶ୍ବର: ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ (ବିପିୟୁଟି) ଦ୍ବାରା ପରିଚାଳତି ଇଞ୍ଜିନିୟରିଂ ପାଠ୍ୟକ୍ରମର ପ୍ରଥମ ଓ ତୃତୀୟ ସେମିଷ୍ଟର ଅଫଲାଇନ୍ ପରୀକ୍ଷା ୨୨ ଏପ୍ରିଲରୁ ଆରମ୍ଭ ହେବ। ଏନେଇ ଶନିବାର ବିପିୟୁଟି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। Related Posts ଦେଶରେ ୧.୬୧ ଲକ୍ଷ ନୂଆ ସଂକ୍ରମିତ: ୮୭୯ ମୃତ Apr 13, 2021 ୨ କୋଭିଡ ସଂକ୍ରମିତ ଚିହ୍ନଟ ପରେ ଠାକୁରାଣୀ… Apr 13, 2021 ବି.ଟେକ୍, ବି.ପ୍ଲାନ୍ ଏବଂ ବି.ଫାର୍ମା, ବି.ଆର୍କ, ଇଣ୍ଟିଗ୍ରେଟେଡ ଏମବିଏ, ଏମବିଏ (ପାର୍ଟ ଟାଇମ୍), ଏମସିଏ, ଏମ. ଆର୍କ ଏବଂ ଇଣ୍ଟିଗ୍ରେଟେଡ ଏମ.ଏସସି ପାଠ୍ୟକ୍ରମର ପ୍ରଥମ ଓ ତୃତୀୟ ସେମିଷ୍ଟର ପରୀକ୍ଷା ହେବ। ଏମ୍ବିଏ, ଏମ.ଆର୍କ, ଏମ. ଫାର୍ମା, ଏମ.ଟେକ୍ ଏବଂ ଏମ.ଏସସିର ପ୍ରଥମ ସେମିଷ୍ଟର ପରୀକ୍ଷା କୋଭିଡ କଟକଣା ଭିତରେ କରାଯିବ। ପରୀକ୍ଷା ସଂକ୍ରାନ୍ତ ସମସ୍ତ ବିବରଣୀ ବିପିୟୁଟି ୱେବସାଇଟ (www.bputexam.in)ରେ ଅପଲୋଡ କରାଯାଇଛି। Share FacebookTwitterWhatsApp