ଜାକର୍ତ୍ତାରେ ବିସ୍ପୋରଣ : ଅନେକ ଲୋକ ଆହତ

ଜାକର୍ତ୍ତା : ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାରେ ମଙ୍ଗଳବାର ଏକ ବୋମା ବିସ୍ପୋରଣ ହୋଇଥିବା ଜଣାପଡିଛି। ଏଥିରେ ଅନେକ ଲୋକ ଆହତ ହୋଇଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହା ଏକ ଆତଙ୍କବାଦୀ ବିସ୍ପୋରଣ ଅବା ଅନ୍ୟ କିଛି ଏହାକୁ ନେଇ ପୁଲିସ ପକ୍ଷରୁ କୌଣସି ଅଧିକ ସୂଚନା ଦିଆଯାଇନାହିଁ। ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ଜଣାପଡିବ ବୋଲି ପୁଲିସ କହିଛି।
Related Posts
Blast reported in the Indonesian capital Jakarta says the police: AFP news agency
— ANI (@ANI) December 3, 2019
Comments are closed.