ଆଠଗଡ ବିକାଶ ମଞ୍ଚ ପକ୍ଷରୁ କମ୍ବଳ ବଣ୍ଟନ

ଗୁରୁଡିଝାଟିଆ: ଆଠଗଡ ବିକାଶ ମଞ୍ଚ ପକ୍ଷରୁ ଧୁରୁଷିଆ ହନୁମାନ ମନ୍ଦିରଠାରେ କମ୍ବଳ ବଣ୍ଟନ କରାଯାଇଛି। ଗାଁର ଅଭାବୀମାନଙ୍କୁ ଶୀତରୁୁ ରକ୍ଷା ପାଇଁ ସଭାପତି ମାନସ ବସ୍ତିଆ କମ୍ବଳ ବଣ୍ଟନ କରିଥିଲେ। ବୃଦ୍ଧ ଓ ବୃଦ୍ଧାମାନଙ୍କୁ ଶୀତଦାଉରୁ ରକ୍ଷା ପାଇଁ ଉପାୟ ମଧ୍ୟ ବତାଇଥିଲେ। ଅନୁଷ୍ଠାନର ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରୁ ସାଧୁବାଦ ପ୍ରଦାନ କରାଯାଇଛି।

Comments
Loading...