ମନ୍ତ୍ରୀଙ୍କ ଗାଡି ଉପରକୁ ଅଣ୍ଡାମାଡ

ପୁରୀ: ଓଡ଼ିଶାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଗାଡି ଉପରେ ଅଣ୍ଡାମାଡ ହୋଇଛି । ମନ୍ତ୍ରୀ ଶ୍ରୀ ଆରୁଖ ପୁରୀ ଯିବା ସମୟରେ ତାଙ୍କ ଗାଡି ଉପରକୁ ବିଜେପିର କିଛି କର୍ମୀ ଅଣ୍ଡାମାଡ କରିଥିବା ଖବର ମିଳିଛି । ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ ହେଉଥିବାବେଳେ ମନ୍ତ୍ରୀ ପୁରୀ ଯାଉଥିଲେ ।

Comments are closed.