୯ ବିଜେପି ନେତାଙ୍କୁ ୪ ରାଜ୍ୟ ଦାୟିତ୍ବ

ଭୁବନେଶ୍ବର: ୯ ବିଜେପି ନେତାଙ୍କୁ ୪ ରାଜ୍ୟ ଦାୟିତ୍ବ। ୪ ରାଜ୍ୟ ପାଇଁ ନିର୍ବାଚନ ପ୍ରଭାରୀ ଓ ସହ ପ୍ରଭାରୀ ନିଯୁକ୍ତି କଲା ବିଜେପି। ପ୍ରହ୍ଲାଦ ଯୋଶୀ ହେଲେ ରାଜସ୍ଥାନ ପାଇଁ ନିର୍ବାଚନ ପ୍ରଭାରୀ। ନୀତିନ ପଟେଲ ଓ କୁଲଦୀପ ବିଷ୍ଣୋଈ ରାଜସ୍ଥାନ ସହ ପ୍ରଭାରୀ। ପ୍ରକାଶ ଜାଭେଡକରଙ୍କୁ ତେଲେଙ୍ଗାନା ପ୍ରଭାରୀ ଦାୟିତ୍ବ। ସୁନୀଲ ବଂଶଲଙ୍କୁ ତେଲେଙ୍ଗାନା ସହ ପ୍ରଭାରୀ ଦାୟିତ୍ବ। ଓମ ପ୍ରକାଶ ମାଥୁରଙ୍କୁ ଛତିଶଗଡ଼ ପ୍ରଭାରୀ ଦାୟିତ୍ବ। ମନସୁଖ ମାଣ୍ଡଭୀୟଙ୍କୁ ଛତିଶଗଡ଼ ସହପ୍ରଭାରୀ ଦାୟିତ୍ବ। ମଧ୍ୟ ପ୍ରଦେଶ ପାଇଁ ଭୂପେନ୍ଦ୍ର ଯାତବଙ୍କୁ ପ୍ରଭାରୀ ଦାୟିତ୍ବ। ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ହେଲେ ମଧ୍ୟ ପ୍ରଦେଶ ସହ ପ୍ରଭାରୀ।

Comments are closed.