୨୫ ନେତାଙ୍କୁ ୩୦ ଜିଲ୍ଲା ଦାୟିତ୍ୱ, ଜିଲ୍ଲା ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ବିଜେଡି

ଡେସ୍କ: ବିଜୁ ଜନତା ଦଳ ବିଭିନ୍ନ ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକଙ୍କ ନାମ ଘୋଷଣା କରିଛି। ୨୫ ଜଣ ନେତାଙ୍କୁ ୩୦ଟି ଜିଲ୍ଲାର ଦାୟିତ୍ୱ ଦିଆଯାଇଛି। ଆସନ୍ତୁ ଜାଣିବା କେଉଁ ନେତାଙ୍କୁ କେଉଁ ଜିଲ୍ଲାର ଦାୟିତ୍ୱ ଦିଆଯାଇଛି –

୧. ପ୍ରଶାନ୍ତ କୁମାର ମୁଦୁଲୀ – ଅନୁଗୁଳ
୨. ପ୍ରତାପ କେଶରୀ ଦେବ – ବାଲେଶ୍ୱର
୩. ସୁଧୀର କୁମାର ସାମଲ – ବରଗଡ଼
୪. ପ୍ରଣବ ବଳବନ୍ତରାୟ – ଭଦ୍ରକ
୫. ସୁଶାନ୍ତ ସିଂହ – ବଲାଙ୍ଗୀର ଓ ଦେବଗଡ଼
୬. ଉଷା ଦେବୀ – କଟକ
୭. ପ୍ରମିଳା ମଲିକ – ଢେଙ୍କାନାଳ ଓ ଖୋର୍ଦ୍ଧା
୮. ଅତନୁ ସବ୍ୟସାଚୀ ନାୟକ – ଗଜପତି ଓ ରାୟଗଡ଼ା
୯. ଅରୁଣ କୁମାର ସାହୁ – ଜଗତସିଂହପୁର
୧୦. ବିଜୟ ନାୟକ – କନ୍ଧମାଳ
୧୧. ପ୍ରଫୁଲ୍ଲ ମଲିକ – କେନ୍ଦ୍ରାପଡ଼ା
୧୨. ପ୍ରଣବ ପ୍ରକାଶ ଦାସ – କେନ୍ଦୁଝର ଓ ମୟୁରଭଂଜ
୧୩. ଦିବ୍ୟଶଙ୍କର ମିଶ୍ର- ମାଲକାନଗିରି ଓ କୋରାପୁଟ
୧୪. ଇଶ୍ୱର ପାଣିଗ୍ରାହୀ – ନବରଂଗପୁର
୧୫. ପଦ୍ମନାଭ ବେହେରା – ନୟାଗଡ଼
୧୬. ଟୁକୁନୀ ସାହୁ – ନୂଆପଡ଼ା
୧୭. ରଣେନ୍ଦ୍ର ପ୍ରତାପ ସ୍ୱାଇଁ – ପୁରୀ
୧୮. ନଳିନୀକାନ୍ତ ପ୍ରଧାନ – ସମ୍ବଲପୁର
୧୯. ପ୍ରୀତିରଂଜନ ଘଡେଇ – ସୁନ୍ଦରଗଡ଼
୨୦. ନବ କିଶୋର ଦାସ – କଳାହାଣ୍ଡି
୨୧. ପ୍ରଦୀପ ଅମାତ – ଗଂଜାମ
୨୨. ସୌଭାଗ୍ୟ ନାୟକ – ବୌଦ୍ଧ
୨୩. ଅଶୋକ ଚନ୍ଦ୍ର ପଣ୍ଡା – ଯାଜପୁର
୨୪. ସାରଦା ପ୍ରସାଦ ନାୟକ – ଝାରସୁଗୁଡା
୨୫. ରୋହିତ ପୁଜାରୀ – ସୁବର୍ଣପୁର

Comments are closed.