ଜଗତସିଂହପୁର : ଜଗତସିଂହପୁର ଜିଲା ବିରିଡ଼ିର ରାଣୀପଡ଼ା ଗ୍ରାମରେ ସ୍ବର୍ଗତ ବିଶ୍ବନାଥ ପଶାୟତଙ୍କ ଶ୍ରାଦ୍ଧ ଉତ୍ସବ ଅବସରରେ ବାମରୁ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଅରିଜିତ ପଶାୟତ, ଲୋକସେବକ ମଣ୍ଡଳ ସଭାପତି ଦୀପକ ମାଲବ୍ୟ, ରାଷ୍ଟ୍ରୀୟ ସମ୍ପାଦକ ନିରଞ୍ଜନ ରଥ ଓ ‘ସମାଜ’ର ପୂର୍ବତନ ମୁଖ୍ୟ ପ୍ରଶାସକ ଉମାଚରଣ ନାୟକ

Comments are closed.