ଆରପାରିରେ ବରିଷ୍ଠ ଅଭିନେତା ବିରାଜ ଦାସ

ଭୁବନେଶ୍ୱର- ଆରପାରିରେ ବରିଷ୍ଠ ଅଭିନେତା ବିରାଜ ଦାସ । କିଛି ଦିନ ଧରି ବିରାଜ ଦାସ ଅସୁସ୍ଥ ଥିଲେ । ତାଙ୍କର ଚିକିତ୍ସା ଚାଲିଥିଲା । ବୁଧବାରରେ ରାତି ପ୍ରାୟ ୯ଟା ସମୟରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି ।

Comments are closed.