ବିଜେପୁର ଉପନିର୍ବାଚନ ଫଳାଫଳ:୫ମ ରାଉଣ୍ଡ ସୁଦ୍ଧା ବିଜେଡି ୨୮,୮୧୧ ଖଣ୍ଡ ଭୋଟରେ ଆଗୁଆ

ବରଗଡ: ବରଗଡ଼ ଜିଲାର ବିଜେପୁର ବିଧାନସଭା ଉପନିର୍ବାଚନ ପାଇଁ ଚାଲିଥିବା ଭୋଟ ଗଣତିର ୫ୟ ରାଉଣ୍ଡ ଶେଷ ହୋଇଛି। ୫ୟ ରାଉଣ୍ଡରେ ବିଜେଡି ୨୮,୮୧୧ ଭୋଟରେ ଆଗୁଆ ରହିଛି। ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କୁ ୫ ରାଉଣ୍ଡ ସୁଦ୍ଧା ମୋଟ ୩୮,୩୧୮ଖଣ୍ଡ ଭୋଟ ମିଳିଛି। ସେହିପରି ବିଜେପି ପ୍ରାର୍ଥୀ ସନତ ଗଡ଼ତିଆଙ୍କୁ ୯୫୦୭ ଭୋଟ ମିଳିଥିବାବେଳେ କଂଗ୍ରେସ ପ୍ରାର୍ଥୀ ଦିଲୀପ ପଣ୍ଡାଙ୍କୁ ୧୪୩୫ ଟି ଭୋଟ ମିଳିଛି।

Comments are closed.