କରୋନା ସତର୍କତା; ଘରୋଇ ବସ ପାଇଁ ଗାଇଡ଼ଲାଇନ , ଓଭରଲୋଡ଼ିଂ ମନା

ଭୁବନେଶ୍ୱର : କରୋନା ନେଇ ସତର୍କତା ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ଘରୋଇ ବସ ପାଇଁ ସୋମବାର ଗାଇଡ଼ଲାଇନ ଜାରି ହୋଇଛି। ବସରେ ଓଭରଲୋଡ଼ିଂ ନକରିବାକୁ କଡ଼ା ନିର୍ଦ୍ଦେଶ, ସିଟ ଠାରୁ ଅଧିକ ଲୋକଙ୍କୁ ବସରେ ନେବାକୁ ବାରଣ କରାଯାଇଛି। ବସର ସ୍ୱଚ୍ଛତା ଉପରେ ସମ୍ପୂର୍ଣ୍ଣ ଦୃଷ୍ଟି ଦେବା ସହ ନିୟମ ନମାନିଲେ କଡ଼ା କାର୍ଯ୍ୟନୁଷ୍ଠାନ ନିଆଯିବ। ବସର ଚାଳକ ସମେତ ସମସ୍ତ କର୍ମଚାରୀ ମାସ୍କ ପିନ୍ଧିବେ। ଏନେଇ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି।

Comments are closed.