ଲିଙ୍ଗରାଜ ମନ୍ଦିରରେ କରୋନା ସଂକ୍ରମଣ ଉପରେ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର : ଭୁବନେଶ୍ୱରରେ ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ ପ୍ରଶାସନ ପକ୍ଷରୁ ପର୍ଯ୍ୟଟକ ଓ ସେବାୟତଙ୍କୁ କରୋନା ସଂକ୍ରମଣ ଉପରେ ସଚେତନତା କାର୍ଯ୍ୟକ୍ରମ ରବିବାର ଆରମ୍ଭ ହୋଇଛି। ପଦପ୍ରକ୍ଷାଳନ ନିକଟରେ ସାବୁନରେ ହାତ ଧୋଇ ମନ୍ଦିର ଭିତରକୁ ଯିବାକୁ କୁହାଯାଇଛି। ଏହାସହ ଦୂରତା ରକ୍ଷା କରିବା ଓ ଚନ୍ଦନ ଲଗାଇବା ପାଇଁ ବାରଣ କରାଯାଇଛି।

Comments are closed.