ଆନ୍ତ-ବିଦ୍ୟାଳୟସ୍ତରୀୟ ଟାଏକୋଣ୍ଡୋ ପୁମସେ ପ୍ରତିଯୋଗିତାରେ ଡୁ-ଅର ଡାଏ ଏକାଡେମୀକୁ ସଫଳତା

ଭୁବନେଶ୍ୱର: ଖଣ୍ଡଗିରି ସ୍ଥିତ ସେଣ୍ଟ ଜାଭିଅର୍ ଉଚ୍ଚ ବିଦ୍ୟାଳୟରେ ଭୁବନେଶ୍ୱର ଟାଏକୋଣ୍ଡୋ ଆସୋସିଏସନ ଆନୂକୁଲ୍ୟରେ ଆୟୋଜିତ ହୋଇଯାଇଛି ଅଷ୍ଟମ ଆନ୍ତ-ବିଦ୍ୟାଳୟ ସ୍ତରୀୟ ଟାଏକୋଣ୍ଡୋ ପୁମସେ ପ୍ରତିଯୋଗିତାରେ ଡୁ-ଅର ଡାଏ ଏକାଡେମୀକୁ ଉଲ୍ଲେଖନୀୟ ସଫଳତା ମିଳିଛି । ଏକାଡେମୀର ପ୍ରଶିକ୍ଷକ ଏମ୍.ଜଗାରାଓ ଏବଂ ଏମ୍.ନରସିଂହଁଙ୍କ ପ୍ରଶିକ୍ଷଣରେ ୧୭ ଜଣ ପ୍ରତିଯୋଗୀ ପ୍ରତିଯୋଗୀତାରେ ଭାଗ ନେଇଥିବା ବେଳେ ଏଥିରେ ୮ ସ୍ୱର୍ଣ୍ଣ,୫ ରୌପ୍ୟ,୪କାଂସ୍ୟ ପଦକ ହାସଲ କରିଛନ୍ତି।

ସ୍ୱର୍ଣ୍ଣ ପଦକ – ଆତିବ୍ବେକ୍ ,ଆଶୁତୋଷ ଦାସ,ଶୁଭକାନ୍ତ ମହାରଣା,ପ୍ରିୟବ୍ରତ ନାୟକ ,ପ୍ରଭୁ ପ୍ରସାଦ ମିଶ୍ର,ଧୃତିସୁନ୍ଦର ଦାସ,ଶୁଭମ୍ ମିଶ୍ର,ଆୟିସା ତ୍ରିପାଠି , ରୌପ୍ୟ ପଦକ- ଅଂଶୁମାନ କର,ଅନମେଶ ପଟ୍ଟନାୟକ ,ସମରଜିତ ରୟ,ଓମ୍ ପ୍ରକାଶଜେନା,ଇସାମାରିଆ ବେକ୍ , କାଂସ୍ୟ ପଦକ- ବିଶ୍ୱଜିତ ସାମଲ, ଶୁଭଶ୍ରି ଦାସ,ନିର୍ମିତ କୋର,ଗୀତପ୍ରିୟା ସ୍ୱାଇଁ ପଦକ ହାସଲକରିଥିଲେ।

Comments are closed.