ନକଲି ମଦ କାରଖାନା ଠାବ

ବ୍ରହ୍ମପୁର: ବଡ଼ବଜାର ଥାନା ଅନ୍ତର୍ଗତ ଓମ ନଗର ସ୍ଥିତ ଏକ ଘରେ ନକଲି ମଦ କାରଖାନା ଠାବ ହୋଇଛି । ଅବକାରୀ ଗୁଇନ୍ଦା ବିଭାଗ ବିଭାଗ ପକ୍ଷରୁ ସେହି କାରଖାନାରେ ଚଢ଼।ଉ ଜାରି ରହିଛି । ସେଠାରୁ ବିଭିନ୍ନ କମ୍ପାନୀ ନାଁରେ ପ୍ରସ୍ତୁତି ହୋଇଥିବା ବିପୁଳ ପରିମାଣର ନକଲି ମଦ ବୋତଲ ଜବତ ହୋଇଛି ।

Comments are closed.