ପାଟିରେ ୨୬୫ ତାସ ଧରି ଲିମକା ବୁକରେ ସ୍ଥାନ ପାଇଲେ ମନୋଜ

ବ୍ରହ୍ମପୁର: ଲିମକା ବୁକ ଅଫ ରେକର୍ଡ୍ସରେ ସ୍ଥାନ ପାଇଛନ୍ତି ଗଂଜାମ ଜିଲ୍ଲା ଭାବରଡ଼ା ଗ୍ରାମର ଯୁବକ ମନୋଜ କୁମାର ମହାରଣା । ମନୋଜ ନିଜ ପାଟିରେ ୨୫୬ ଟି ତାସ ରଖି ତାକୁ ୧ ମିନଟ ଯାଏଁ ଧାରଣ କରିଥିଲେ ।

୨୦୧୮ରେ ମନୋଜ ଏହି ଉଦ୍ୟମ କରିଥିଲେ ଯାହା ତାଙ୍କୁ  ପୂର୍ବରୁ ଏକାଧିକ ରେକର୍ଡର ଅଧିକାରୀ କରାଇସାରିଛି ।

Comments are closed.