ଲାଲା ଲଜପତ ରାୟଙ୍କ ବଳିଦାନ ଦିବସ ପାଳିତ

ବ୍ରହ୍ମପୁର: ବ୍ରହ୍ମପୁରରେ ଲାଲା ଲଜପତ ରାୟଙ୍କ ବଳିଦାନ ଦିବସ ମଙ୍ଗଳବାର ପାଳିତ ହୋଇଯାଇଛି। ଲୋକ ସେବକ ମଣ୍ଡଳର ଆଜୀବନ କର୍ମୀ ରାଜେନ୍ଦ୍ର କୁମାର ଜେନାଙ୍କ ପୋୖରହିତରେ କର୍ପୋରେସନ ରୋଡ଼ ସ୍ଥିତ ଗୋପବନ୍ଧୁ ଭବନ ପରିସରରେ ଅନୁଷ୍ଠିତ କଯ୍ୟକ୍ରମରେ ଲଲଜୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହ ସ୍ମୃତି ଚାରଣ କରାଯାଇଥିଲା। ଏଥିରେ ଡ଼ ରମେଶ ପ୍ରଧାନ, ସନ୍ତୋଷ ମିଶ୍ର, ପ୍ରସନ୍ନ ବିଷୋୟୀ, କାର୍ତିକ ରାଉତଙ୍କ ସହ ସମାଜ କଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।

Comments are closed.