ବ୍ରହ୍ମପୁରରେ ବୋମା ମାଡ଼

ବ୍ରହ୍ମପୁର: ସଦର ଥାନା ଅନ୍ତର୍ଗତ ବ୍ୟାଙ୍କ କଲୋନୀ ଭାବିନିପୁର ମୁଖ୍ୟ ରାସ୍ତାରେ ବୁଧବାରି ରାତି ସମୟରେ ଏକ ଦୋକାନ ଉପରକୁ ବୋମା ମାଡ଼ ହୋଇଛି । କିଛି ଦୁର୍ବୁତ୍ତ ବାଇକରେ ଆସି ବନ୍ଦ ଥିବା ଦୋକାନ ଉପରକୁ ୩ ଟି ବୋମା ଫିଙ୍ଗି ଫେରାର ହୋଇଯାଇଛନ୍ତି । ୨ ଟି ବୋମା ଫୁଟିଥିବା ବେଳେ ଆଉ ଗୋଟିଏ ରାସ୍ତାରେ ପଡିଛି । ଖବର ପାଇ ବ୍ରହ୍ମପୁର ପୁଲିସର ବରିଷ୍ଠ ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ବୋମା ମାଡର ପ୍ରକୃତ ଜଣାପଡିନାହିଁ ।

Comments are closed.