ଅଗଷ୍ଟ ୧୫ରୁ ଖୋଲିବ ବ୍ରହ୍ମପୁର ବଡ ଡାକ୍ତରଖାନାର ଓପିଡି

ବ୍ରହ୍ମପୁର : ଅଗଷ୍ଟ ୧୫ ତାରିଖରୁ ଖୋଲିବ ବ୍ରହ୍ମପୁର ବଡ ଡାକ୍ତରଖାନାର ଓପିଡି। ଏ ନେଇ ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ ଗୁରୁବାର ଟ୍ବିଟ କରି ସୂଚନା ଦେଇଛନ୍ତି । ତେବେ ଲୋକେ ଡାକ୍ତରଖାନାକୁ ଆସିବା ବେଳେ ମାସ୍କ ପରିଧାନ କରିବା ସହ ସାମାଜିକ ଦୂତାକୁ ମାନିବେ।


ସୂଚନା ଅନୁଯାୟୀ, କରୋନା ସଂକ୍ରମଣ ବୃଦ୍ଧି ହେତୁ ଗତମାସରୁ ବ୍ରହ୍ମପୁର ବଡ ଡାକ୍ତକଖାନାର ଜେନେରାଲ ଓପିଡିକୁ ଜିଲା ପ୍ରଶାସନ ପକ୍ଷରୁ ବନ୍ଦ କରାଯାଇଥିଲା।

Comments are closed.