ପଥର ଚୋରାଚାଲାଣ ଅଭିଯୋଗରେ ଗାଡି ମାଲିକ ଗିରଫ

ବେଗୁନିଆ: ପଥର ଚୋରା ଚାଲାଣ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପଥର ମାଫିଆ ମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରିଛି । ସେଥିପାଇଁ ଏବେ ପଥର ଚୋରା ଚାଲାଣ ହେଉଥିବା ଗାଡି ମାଲିକଙ୍କ ସହିତ ଗାଡି ଚାଳକଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରୁଛି ।ଜବତ ହୋଇ ଥାନାରେ ଥିବା ଏକ ପଥର ବୋଝେଇ ଟ୍ରକର ଚାଳକକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ଆଜି ବରପଦା ଗ୍ରାମର ଗାଡି ମାଲିକ ବିଜୟକୁମାର ପ୍ରଧାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Comments are closed.