କରୋନା କଟକଣା; ବନ୍ଦ ହେଲା ଡଙ୍ଗା ଭସା ଓ ବାଲିଯାତ୍ରା

ଭୁବନେଶ୍ବର: କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସା ଉପରେ ରାଜ୍ୟ ସରକାର ମଙ୍ଗଳବାର କଟକଣା ଜାରି କରିଛନ୍ତି। ୩୦ ତାରିଖ ପୂର୍ଣ୍ଣିମା ଦିନ ନଦୀ ଘାଟରେ ଗହଳି, ପୋଖରୀରେ ଗହଳି କରି ଗାଧୋଇବା ଓ ଡଙ୍ଗା ଭସାକୁ ମନା କରାଯାଇଛି। କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବାଲିଯାତ୍ରାକୁ ମଧ୍ୟ ବନ୍ଦ କରି ଦିଆଯାଇଛି। କଟକଣା ନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର ଏକ ସ୍ବତନ୍ତ୍ର ନିର୍ଦ୍ଦେଶାନାମା ଜାରି କରିଛନ୍ତି।

Comments are closed.