‘ମୋ ପ୍ରତିଭା ପାଇଁ’ ଆବେଦନ କରିଛନ୍ତି ୯ ହଜାର ଛାତ୍ରଛାତ୍ରୀ

ଭୁବନେଶ୍ବର : ଲକ୍‌ ଡାଉନ୍‌ ସମୟରେ ୫ରୁ ୧୮ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ସୃଜନଶୀଳ କାର୍ଯ୍ୟରେ ନିୟୋଜିତ ରଖିବା ନିମନ୍ତେ ମହିଳା ଓ ଶିଶୁ ବିକାଶ ବିଭାଗ, କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ୟୁନିସେଫ୍‌ର ମିଳିତ ସହଯୋଗରେ ଆରମ୍ଭ ହୋଇଥିବା ଅନ୍‌ ଲାଇନ୍‌ ‘ମୋ ପ୍ରତିଭା’ କାର୍ଯ୍ୟକ୍ରମର ତୃତୀୟ ସପ୍ତାହରେ ସାରା ରାଜ୍ୟରୁ ୮୦୦ ଆବେଦନ ପ୍ରାପ୍ତ ହୋଇଛି। ଏହାକୁ ମିଶାଇ ଏ ପର୍ଯ୍ୟନ୍ତ ୯୦୦୦ ଆବେଦନ ପ୍ରାପ୍ତ ହେବା ସହ ପ୍ରତ୍ୟେକ ଗୁରୁବାର ପରି ଆଜି ମଧ୍ୟ ସାପ୍ତାହିକ ପୁରସ୍କାର ଘୋଷଣା କରାଯାଇଛି।

Comments are closed.