ରାଜ୍ୟରେ ଆଉ ଜଣେ କରୋନା ରୋଗୀ ସୁସ୍ଥ ; ସୁସ୍ଥଙ୍କ ସଂଖ୍ୟା ୩୫କୁ ବୃଦ୍ଧି

ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ରୋଗୀ ରବିବାର ସୁସ୍ଥ ହୋଇଛନ୍ତି। ସୁସ୍ଥ ହେଉଥିବା ବ୍ୟକ୍ତି ଜଣଙ୍କ ଭୁବନେଶ୍ବରର ଏମ୍ସରେ ଚିକିତ୍ସତି ହେଉଥିଲେ। ସେ ଭୁବନେଶ୍ବର ଅଞ୍ଚଳର ବୋଲି ରାଜ୍ୟ ସ୍ବସ୍ଥ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି। ଏହାସହ ରାଜ୍ୟରେ କରୋନା ରୋଗୀ ସୁସ୍ଥଙ୍କ ସଂଖ୍ୟା ୩୫କୁ ବୃଦ୍ଧି ହୋଇଛି।

ସୂଚନା ଅନୁଯାୟୀ, ସୁସ୍ଥ ହୋଇଥିବା କରୋନା ଆକ୍ରନ୍ତ ଜଣଙ୍କ ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି , ସେ ଅନ୍ୟରୋଗରେ ପୀଡିତ ଥିବାରୁ ଚିକିତ୍ସିତ ହେଉଛନ୍ତି ।

Comments are closed.