ଭୁବନେଶ୍ୱରରୁ ଆଜି କରୋନା ଆକ୍ରାନ୍ତ ଚିହ୍ନଟ ୭୫, ସୁସ୍ଥ ହେଲେ ୧୪୨

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରୁ ଆଜି ମୋଟ୍‌ ୭୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୧୪  ଜଣ କ୍ବାରେଣ୍ଟାଇନ୍‌ରୁ ହୋଇଥିବାବେଳେ ଲୋକାଲ୍‌ କଣ୍ଟାକ୍ଟ କେସ୍‌ରେ ୬୧ ଜଣ ସଂକ୍ରମିତ ହୋଇଛନ୍ତି। ଏହାସହ ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୯୪୫୪ରେ ପହଞ୍ଚିଛି । ଅପରପକ୍ଷରେ ଭୁବନେଶ୍ୱରରୁ ଆଜି ୧୪୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

Comments are closed.