ବିଧାନସଭା ପରିସରରେ ପୁଣ୍ୟାତ୍ମା ଗୋପବନ୍ଧୁଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ବର : ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର ୯୨ ତମ ଶ୍ରାଦ୍ଧ ଦିବସ ଅବସରରେ ଓଡିଶା ବିଧାନସଭା ପରିସରରେ ସଚିବ ଶ୍ରୀ ଦାଶରଥୀ ଶତପଥୀ ଏବଂ ଉପସଚିବ ଶ୍ରୀ ଶିଶିର କାନ୍ତ ସ୍ୱାଇଁ ଉତ୍କଳମଣିଙ୍କ ପ୍ରତିମୁର୍ତ୍ତିରେ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି ।

Comments are closed.