ଅପରିପକ୍ବ ଶିଶୁର ମୃତଦେହ ଉଦ୍ଧାର

ଭୁବନେଶ୍ବର : ଭୁବନେଶ୍ବରସ୍ଥିତ  ଶ୍ରୀ ଲିଙ୍ଗରାଜ ଥାନା ଅନ୍ତର୍ଗତ ବଢେଇ ବାଙ୍କ ଛକ ନିକଟରୁ ସୋମବାର ଅପରିପକ୍ବ ଶିଶୁର ମୃତଦେହ ଉଦ୍ଧାର କରାଯାଇଛି । ଶିଶୁଟି ପୁଅ କିମ୍ବା ଝିଅ ଜଣାପଡ଼ିନାହିଁ । ଖବର ପାଇ ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବେଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଛି ।

Comments are closed.