ଅଭିନବ ଢଙ୍ଗରେ ରଙ୍ଗୋଲି ମାଧ୍ୟମରେ ମହିଳାଙ୍କ ଧାରଣା 

ବାରିପଦା  : ବାରିପଦା ସହର ସନ୍ନିକଟ ପୋଡାଅସ୍ତିଆ ଗ୍ରାମର ମହିଳା ବାରିପଦା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ପୋଡାଅସ୍ତିଆ ଗ୍ରାମର ଶତାଧିକ ମହିଳା ନଅ ଦଫା ଦାବି ନେଇ ଅଭିନବ ଢଙ୍ଗରେ ରଙ୍ଗୋଲି ମାଧ୍ୟମରେ ଆଜି ଦ୍ୱିତୀୟ ଦିନ ଶୁକ୍ରବାରରେ ବାରିପଦା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ।

Comments are closed.