ଚିକିତ୍ସାରେ ଅବହେଳା ଅଭିଯୋଗ ; ଧାରଣାରେ ବସିଲେ ଯୁବ ଗୋଷ୍ଠୀ

ବାଲିଗୁଡା :କନ୍ଧମାଳ ଜିଲା ବାଲିଗୁଡା ଅଂଚଳର ଜଣେ ଯୁବକଙ୍କ ଚିକିତ୍ସାରେ ଅବହେଳା ହୋଇଥିବା ଅଭିଯୋଗ ହୋଇଛି। ଯୁବକ ହେଲେ ବିଜୟ କୁମାର ସାହୁ। ଏହି ଘଟଣାକୁ କେନ୍ଦ୍ର କରି ଉପଖଣ୍ଡ ଚିକତ୍ସାଳୟ ସମ୍ମୁଖରେ ରାସ୍ତା ଅବରୋଧ କରି ଯୁବ ଗୋଷ୍ଠୀ ଧାରଣାରେ ବସିଥିବା ଜଣାପଡ଼ିଛି। ଏହାସହ ସେମାନେ ସଂପୃକ୍ତ ଡାକ୍ତରଙ୍କ ବଦଳି ଦାବି କରିଛନ୍ତି ବୋଲି ସୂଚନା ମିଳିଛି।

 

Comments are closed.