‘ସାଲୁଙ୍କି’ ବସ ଦୁର୍ଘଟଣାଗ୍ରସ୍ତ: ୪୦ ଆହତ

ବାଲିଗୁଡ଼ା:ମଙ୍ଗଳବାର କୋଟଗଡ଼ ଥାନା ପଣ୍ଡାଇର୍ପି ମୁଣ୍ଡାସାହି ନିକଟରେ ବସ ଦୁର୍ଘଟଣା ହୋଇଛି। ଚକା ଫାଟିବାରୁ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ବସ ଦୁର୍ଘଟଣାରେ  ୪୦ଜଣ ଆହତ ହୋଇଥିବା ସୂଚନା ମିିଳିଛି। ଆହତମାନଙ୍କୁ ଆମ୍ବୁଲାନ୍ସ ଯୋ​ଗେ ନିଟକସ୍ଥ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଦୁର୍ଘଟଣାଗ୍ରସ୍ତ ‘ସାଲୁଙ୍କି’ ବସ ମୁନିଗୁଡ଼ାରୁ ଫୁଲବାଣୀ ଆସୁଥିବା ଜଣାପଡ଼ିଛି।

Comments are closed.