ମାଲାଗୁଡା ଘାଟିରେ ଭୂସ୍ଖଳନ ; ଯୋଗାଯୋଗ ବିଚ୍ଛିନ୍ନ

ବାଲିଗୁଡା : ପ୍ରବଳ ବର୍ଷା ଯୋଗୁଁ ଘାଟିରେ ଭୂସ୍ଖଖଳ ହୋଇଛି। ମାଲାଗୁଡା ଘାଟିରେ ଭୂସ୍ଖଳନ ଫଳରେ ୪ ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ମାଟି ଧସି ରାସ୍ତା ଉପରେ ଗଛ,ପଥର ଓ ମାଟି ଗଦା ହୋଇଛି। ରାଇକିଆରୁ ମୁଖ୍ୟ ସଂଯୋଗ ରାସ୍ତା ବନ୍ଦ ଯୋଗୁଁ ଗମନାଗମନ ଠପ୍‍ ହୋଇ ଯାଇଛି ବୋଲି ସୂଚନା ମିଳିଛି।

Comments are closed.