ବାଲେଶ୍ବର ଜିଲାରେ ବିରଳ କଇଁଛ ଉଦ୍ଧାର

ବାଲେଶ୍ବର: ବାଲେଶ୍ବର ଜିଲାର ସୋର ବ୍ଲକ ଅନ୍ତର୍ଗତ ସାଜନପୁର ପଞ୍ଚାୟତ ସୁଜନପୁର ଗ୍ରାମରୁ ଏକ ବିରଳ କଇଁଛ ଉଦ୍ଧାର ହୋଇଥିବା ଜଣାପଡିଛି। ଏହି ଗ୍ରାମର ବାସୁଦେବ ମହାପାତ୍ର ନିଜ ବିଲରେ କାମ କରୁଥିବା ବେଳେ ଏହି କଇଁଛ ଟିକୁ ଉଦ୍ଧାର କରିଥିଲେ। ଏହି ବିରଳ କଇଁଛ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଭିଡ଼ ଜମିଥିଲା। ଉଦ୍ଧାର କରାଯାଇଥିବା କଇଁଛକୁ ବନ ବିଭାଗକୁ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି।

Comments are closed.