ବିରଳ କଇଁଛ ଉଦ୍ଧାର

ବାଲେଶ୍ବର: ବାଲେଶ୍ବର ଜିଲା ସୋର ବ୍ଲକ ସାଜନପୁର ପଂଚାୟତ ସୁଜନପୁର ଗ୍ରାମରୁ ଏକ ବିରଳ କଇଁଛ ଉଦ୍ଧାର ହୋଇଥିବା ରବିବାର ଜଣାପଡିଛି। ଏହି ଗ୍ରାମର ବାସୁଦେବ ମହାପାତ୍ର ନିଜ ବିଲରେ କାମ କରୁଥିବା ବେଳେ ଏହି କଇଁଛ ଟିକୁ ଦେଖି ଉଦ୍ଧାର କରିଥିଲେ। ବିରଳ କଇଁଛଟିର ରଙ୍ଗ ହଳଦିଆ ରଙ୍ଗ ଭଳି ଜଣାପଡ଼ୁଥିବା ବେଳେ ଏହା ଅନ୍ୟ କଇଁଛଙ୍କ ଠାରୁ ଭିନ୍ନ ଦେଖାଯାଉଛି।

Comments are closed.