ବଜ୍ରକାପ୍ତା ଚୋରା ଚାଲାଣ ରାର୍କେଟର ପର୍ଦ୍ଦାଫାଶ ; ଜଣେ ଗିରଫ

କଟକ : ବଜ୍ରକାପ୍ତା ଚୋରା ଚାଲାଣ ରାର୍କେଟର ପର୍ଦ୍ଦାଫାଶ ହୋଇଥିବା ବୁଧବାର ଜଣାପଡିଛି। ବଜ୍ରକାପ୍ତା ବିକ୍ରି କରିବାକୁ ଡିଲ୍‍ ଚାଲିଥିବା ବେଳେ ସମ୍ପୃକ୍ତ ଘଟଣାରେ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି। କଟକ ବିରିବାଟୀ ଅଞ୍ଚଳର ଏହି ଘଟଣା। ଉକ୍ତ ଅଞ୍ଚଳରୁ ଏକ ଜୀବନ୍ତ ବଜ୍ରକାପ୍ତା ଜବତ ହୋଇଛି। ବଜ୍ରକାପ୍ତା ଜବତ ସହ କ୍ରାଇମବ୍ରାଞ୍ଚ ଏସଟିଏଫ ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି।

Comments are closed.