ନିଆଁରେ ଖେଳୁଥିଲା ଶିଶୁ, ଜଳିଗଲା ପାଳଗଦା

ପାଟଣା : ମାତ୍ର ତିନି ବର୍ଷର ଶିଶୁ ଦିଆସିଲ ଧରି ଖେଳୁଥିବା ବେଳେ ଘର ପାଖ ପାଳଗଦାରେ ନିଆଁ ଲଗାଇ ଦେଇଥିଲା । ନିଆଁ ଲାଗି ପାଳଗଦା ଜଳି ଯାଉଥିବା ସମୟରେ ଗୃହକର୍ତ୍ତା ପାଟଣା ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ପାଟଣା ଅଗ୍ନିଶମ କେନ୍ଦ୍ରାଧିକାରୀ ମନୋରଞ୍ଜନ ମହାନ୍ତଙ୍କ ନେତୃତ୍ବରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ପାଳଗଦାରୁ ନିଆଁ ଲିଭାଇଛି ।

Comments are closed.