ନାଳରୁ ଉଦ୍ଧାର ହେଲା ହାତୀଛୁଆ

ଢେଙ୍କାନାଳ : ଢେଙ୍କାନାଳ ଜିଲା ସଦର ରେଞ୍ଜ ଗଦାଶିଳା ବିଭାଗ ଗୁଣ୍ଡୁଦେଇ ଗାଁ ନିକଟ ନାଳରୁ ଦେଢମାସର ହାତୀଛୁଆକୁ ବନବିଭାଗ କର୍ମଚାରୀ ଉଦ୍ଧାର କରିଛନ୍ତି। ହାତୀପଲ ସହ ଏହି ଛୁଆ ହାତୀଟି ଯାଉଥିବା ବେଳେ ପୋଲକୁ ଖସି ପଡ଼ିଥିଲା ବୋଲି ଜଣାପଡ଼ିଛି। ଉଦ୍ଧାର ହେବା ପରେ ହାତୀଛୁଆଟି ସୁସ୍ଥ ଅଛି ବୋଲି ସୂଚନା ମିଳିଛି।

Comments are closed.