ତୃଣମୂଳ କଂଗ୍ରେସରେ ଯୋଗ ଦେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିଓ

କଲକାତା : ଆଜି ତୃଣମୂଳ କଂଗ୍ରେସରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିଓ ଯୋଗ ଦେଇଛନ୍ତି। ସେ ନିକଟରେ ବିଜେପିରୁ ଇସ୍ତଫା ଦେବା ସହିତ ରାଜନୀତିରୁ ସନ୍ୟାସ ଘୋଷଣା କରିଥିଲେ। କଣ୍ଠଶିଳ୍ପୀରୁ ରାଜନେତା ହୋଇଥିବା ବାବୁଲ ନିକଟରେ କହିଥିଲେ‘ଅଲବିଦା’। ମୁଁ ଆଉ କୌଣସି ରାଜନୀତିକ ଦଳକୁ ଯାଉନାହିଁ।

 

Comments are closed.