ବି. ସତୀଶ ବାଲାନ ସିବିଆଇ ଡ଼ିଆଇଜି ନିଯୁକ୍ତ

ହରିଆଣା କ୍ୟାଡ଼ର ୨୦୦୪ ଆଇପିଏସ୍ ଅଧିକାରୀ ବି.ସତୀଶ ବାଲାନ ସିବିଆଇର ନୂଆ ଡ଼ିଆଇଜି ଭାବରେ ନିଯୁକ୍ତି ପାଇଛନ୍ତି । ସେହିପରି ଅଶ୍ବିନୀ ସେନଭିଙ୍କୁ ଏସପି ଭାବରେ ନିଯୁକ୍ତି ମିଳିଛି । କେନ୍ଦ୍ର ସରକାରଙ୍କ କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇଛି । ଶ୍ରୀ ବାଲାନଙ୍କୁ ୫ ବର୍ଷ ପାଇଁ ଏହି ପଦରେ ନିଯୁକ୍ତି ମିଳିଛି । ତେବେ ଅଶ୍ବିନୀ ୪ ବର୍ଷ ପାଇଁ ସିବିଆଇରେ ଏସ୍ପି ପଦରେ ରହିବେ ।

Comments are closed.