ବେଳା ଭୂମି, କଇଁଛ ଓ ସମୁଦ୍ର କୂଳିଆ ଜଙ୍ଗଲ ସୁରକ୍ଷା ପାଇଁ ପଦଯାତ୍ରା

ପୁରୀ: ବେଳା ଭୂମି, କଇଁଛ ଓ ସମୁଦ୍ର କୂଳିଆ ଜଙ୍ଗଲ ସୁରକ୍ଷା ପାଇଁ ପୁରୀ ବେଳା ଭୂମିରୁ ଚିକିଲା ପର୍ଯ୍ୟନ୍ତ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଛି। ଶନିବାର ସକାଳେ ପୁରୀ ବେଳା ଭୂମିରେ ରାଜ୍ୟ ପରିବହନ କମିଶନର ସଞ୍ଜୀବ୍‌ ପଣ୍ଡା ଏହି ପଦଯାତ୍ରାକୁ ଉଦଘାଟନ କରିଥିଲେ। ଏଥିରେ ଏସପି ଉମା ଶଙ୍କର ଦାସ, ରାଜସ୍ବ ବୋର୍ଡର ଯୁଗ୍ମ ସଚିତ ସନ୍ତୋଷିନୀ ସାହୁ, ବେୟାରଫୁଟ୍ ର ସଭାପତି ୟୋଗାବ୍ରତ କର ଯୋଗ ଦେଇଥିଲେ ।

Comments are closed.