ନାଇଜେରିଆ ସେନା ଶିବିର ଉପରେ ଆତଙ୍କବାଦୀ ଆକ୍ରମଣ : ୭୧ ଯବାନଙ୍କ ମୃତ୍ୟୁ

ଆବୁଜା : ନାଇଜେରିଆର ମାଲି ସୀମାକୁ ଲାଗି ରହିଥିବା ଏକ ସେନା ଶିବିର ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିବା ଜଣାପଡିଛି। ଏଥିରେ ୭୧ଜଣ ଯବାନଙ୍କର ମୃତ୍ୟୁ ହୋଇଛି।
ସୂଚନା ଅନୁସାରେ, ଶହ ଶହ ଆତଙ୍କବାଦୀ ଏଠାରେ ପ୍ରବେଶ କରି ଯବାନମାନଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ। ଏହାର ଯବାବରେ ସେନା ପକ୍ଷରୁ ମଧ୍ୟ ପାଲଟା ଗୁଳି ଚଳାଯାଇଥିଲା। ତେବେ ଏଥିରେ ୭୧ଜଣ ଯବାନଙ୍କର ମୃତ୍ୟୁ ହୋଇଥିବାବେଳେ ୫୦ରୁ ଉଦ୍ଧ୍ଵ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଛି।

Comments are closed.