ସାଢେ ୧୧ଟା ଯାଏଁ ଗୃହ ମୁଲତବି

ଭୁୁବନେଶ୍ୱର : ବିଧାନସଭାରେ ଶୀତକାଳୀନ ଅଧିବେଶନରେ ଗୃହ ଆରମ୍ଭରୁ ହୋହଲ୍ଲା ଓ ହଟ୍ଟଗୋଳ ପାଇଁ ଚାଲିପାରିନି ଗୃହ । ଚାଷୀ ସମସ୍ୟା ନେଇ ବିଧାନସଭାରେ ଆଜି ଆରମ୍ଭରୁ ପ୍ରବଳ ହଟ୍ଟଗୋଳ ହୋଇଛି ।ବିଧାନସଭା ଆରମ୍ଭରୁ ଆଜି ବିରୋଧୀ ଓ ବିଜେପି ସଦସ୍ୟଙ୍କ ହଟ୍ଟଗୋଳ ଦେଖାଯାଇଛି। ଚାଷୀ ପ୍ରସଙ୍ଗରେ ଗୃହ ମଧ୍ୟ ଭାଗରେ ପୋଷ୍ଟର ଧରି ହୋହଲ୍ଲା ହୋଇଛି। ଫଳରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ୍ ସାଢେ ୧୧ଟା ଯାଏଁ ଗୃହ ମୁଲତବି ଘୋଷଣା କରିଛନ୍ତି ।
Comments are closed.